କୋଭିଡ କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ: ପରେଡ଼ରେ ଯୋଗ ଦେବେ ୧୮ଟି ଦଳ

ସାମିଲ ହେବେନି ଛାତ୍ରଛାତ୍ରୀ ଓ ବେସାମରିକ ବାହିନୀ ଭୁବନେଶ୍ବର : ଚଳିତ ବର୍ଷ କୋଭିଡ୍‌ କଟକଣା ଭିତରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପରେଡ଼୍‌ରେ ଆଗରୁ ଯେଭଳି ୪୬ଟି କମ୍ବା ତଦୁର୍ଦ୍ଧ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି। ଏହାସହିତ ଗତବର୍ଷ ସ୍ବାଧୀନତା ଦିବସରେ ଯେପରି କରୋନା ଯୋଦ୍ଧାଙ୍କୁ ଆଗଧାଡ଼ିରେ ବସିବାକୁ ଆମନ୍ତ୍ରଣ କରାଯାଇଥିଲା, ସେହିପରି ଭାବେ ଏଥରକ … Continue reading କୋଭିଡ କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ: ପରେଡ଼ରେ ଯୋଗ ଦେବେ ୧୮ଟି ଦଳ